rbi.page.title.1
rbi.page.title.2
ପ୍ରେସ୍ ପ୍ରକାଶନୀ
ଫେବୃଆରୀ 06, 2023
ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଉତ୍କଳ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ କରାଯାଇଅଛି
06 फरवरी 2023 ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଦି ଉତ୍କଳ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍, ଭୁବନେଶ୍ୱର, ଓଡିଶା ଉପରେ ଆର୍ଥିକ ଜରିମାନା ଲାଗୁ କରାଯାଇଅଛି | ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା, 31 ଜାନୁୟାରୀ 2023 ର ଏକ ଆଦେଶ ଅନୁଯାୟୀ, ଦି ଉତ୍କଳ କୋଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ (ବ୍ୟାଙ୍କ) ଉପରେ, (i) ଏକ୍ସପୋଜର ମାନଦଣ୍ଡ ଏବଂ ବୈଧାନିକ / ଅନ୍ୟାନ୍ୟ ପ୍ରତିବନ୍ଧକ- ୟୁ.ସି.ବି(UCB)- ସମ୍ବନ୍ଧିତ ନିର୍ଦେଶ ଏବଂ (ii) ସୁପରଭାଇଜରୀ ଆକ୍ସନ ଫ୍ରେମୱାର୍କ (SAF) ଅଧୀନରେ ଦିଆଯାଇଥିବା ନିର୍ଦ୍ଧିଷ୍ଟ ନିର୍ଦ୍ଦେଶନାମାକୁ ପାଳନ ନକରିଥିବା ହେତୁ, ₹15.00 ଲକ୍ଷ

ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: ସେପ୍ଟେମ୍ବର 20, 2023